Odisha Link
Bridging the Missing Links in Odisha
Browsing Tag

Cricket

ଅଜଣା କଥା: ଗୋଟିଏ କ୍ଳବ୍‌ ପାଇଁ କ୍ରିକେଟ…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଆଜି ୩୭ ତମ ମୁକାବିଲା ଖେଳାଯିବ। ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ହାଇଭୋଲଟେଜ ମୁକାବିଲା ଖେଳାଯିବ। ଅପରାହ୍ନ ୨ଟା ସମୟରେ ଆଜିର ମୁକାବିଲା କୋଲକାତାରେ ଖେଳାଯିବ। ଦମଦାର ଫର୍ମରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଥିବାବେଳେ ଦୁହେଁ ସେମି ଫାଇନାଲରେ ପ୍ରବେଶ କରି…

ବିଶ୍ୱକପ୍‌ ୨୦୨୩: ଆଜି ମୁହାଁମୁହିଁ ହେବେ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ପୁଣେରେ ଦିନ ୨ଟାରେ ଭାରତକୁ ଭେଟିବ ବାଂଲାଦେଶ। ଆଜି ଭାରତ ମ୍ୟାଚ ଜିତି ଅପରାଜେୟ ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ ଦ୍ବିତୀୟ ବିଜୟ ଆଶାରେ ରହିଛି ବାଂଲାଦେଶ। ୩ଟି ମ୍ୟାଚ ଖେଳି ବିଜୟ ସହିତ ଭାରତ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ…

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟରେ ସାମିଲ। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାଚ ଏନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କ୍ରିକେଟ…

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ଯାଉଛି। ଏନେଇ ବ୍ରଟିଶ୍‌ ଖବରକାଗଜ ଦି ଗାଡିଆନ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ କ୍ରିକେଟ ସହିତ…

ଦୁର୍ଘଟଣା ପରେ ପ୍ରଥମଥର ପାଇଁ ବ୍ୟାଟିଂ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଆସିଛି ବଡ଼ ଖବର। ଧୀରେ ଧୀରେ ସୁସ୍ଥ ହେଉଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ପଡ଼ିଆରେ ଅଭ୍ୟାସ କରିବା ସହିତ ବ୍ୟାଟିଂ ମଧ୍ୟ…

ପ୍ରକାଶ ପାଇଲା ଏସିଆ କପ୍‌ କୀଡ଼ାସୂଚୀ:…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଏସିଆ କପ୍‌ ପାଇଁ ଖେଳ ସୂଚୀ। ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍। ବିଶ୍ବ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ସେପ୍ଟମ୍ବର ୨ରେ ମୁହାଁମୁହିଁ ହେବେ। ଶ୍ରୀଲଙ୍କାର କେଣ୍ଡିରେ ଖେଳାଯିବ। ପ୍ରକାଶ ପାଇଥିବା କୀଡ଼ାସୂଚୀ ଅନୂସାରେ ଏଥର ଆୟୋଜକ…

ଦିନିକିଆ ବିଶ୍ବକପ୍‌ ପାଇଁ ଦୁଇ ଦୁଇ ଥର…

ଓଏଲ୍‌ ବ୍ୟୁରୋ: ଏକଦା ବିଶ୍ବ କ୍ରିକେଟରେ ଦବଦବା ଜାହିର କରୁଥିଲା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌। ଏବେ ବିଶ୍ବକପ୍‌ ଖେଳିବାକୁ କରୁଛି କଡ଼ା ସଂଘର୍ଷ। ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଜିମ୍ବାୱେରେ ଚାଲିଥିବା…

ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ଦିନେଶ…

ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ସେହିପରି ଓଡ଼ିଶା ମହିଳା ଦଳର କୋଚ ଭାବେ ନିଯୁକ୍ତି ପାଇଛନ୍ତି ରୁମେଲି ଧର। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ। ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ…

ଦିଲ୍ଳୀ କ୍ୟାପିଟାଲ୍ସ : ଡେଭିଡ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୬ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୧୦ଟି ଦଳ ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଏସବୁ ମଧ୍ୟରେ ଦିଲ୍ଳୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟ ବଡ଼ ଘୋଷଣା କରିଛି। ଆହତ ଋଷଭ ପନ୍ତ ଚଳିତଥର ଆଇପିଏଲରୁ ବାଦ ପଡ଼ିଥିବା ବେଳେ…

ଭାରତ-ଅଷ୍ଟ୍ରେଲିଆ: ଏ ସମ୍ପର୍କ ୭୫ ବର୍ଷର

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ଏଥିସହିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସମ୍ବନ୍ଧକୁ ପୁରିଛି ୭୫ ବର୍ଷ। ଏହି ଅବସରରେ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଏକାଠି ହୋଇଛନ୍ତି ଭାରତର…