Odisha Link
Bridging the Missing Links in Odisha
Browsing Tag

Cricket

WPL ୨୦୨୩: ମାର୍ଚ୍ଚ ୪ରୁ ଆରମ୍ଭ, କେବେ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଜାରି କଲା ମହିଳା ପ୍ରିମିୟର ଲିଗ୍‌ (ଡ୍ଲୁପିଏଲ)ର ଖେଳସୂଚୀ। ନିଲାମୀ ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ନପୁରୁଣୁ ବିସିସିଆଇ ଜାରି କରିଛି ମହିଳା ପ୍ରିମିୟର ଲିଗ୍‌ ୨୦୨୩ର କ୍ରୀଡ଼ାସୂଚୀ। ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜିଆଣ୍ଟସ୍, ୟୁପି…

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟସ୍‌ମ୍ୟାନ୍‌ ଆରୋନ ଫିଞ୍ଚ। ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଏହି ବଡ଼ ଘୋଷଣା କରିଛନ୍ତି ଫିଞ୍ଚ୍‌ । ସେ ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଦଳରେ ନାହାନ୍ତି। ଆରୋନ୍‌ ଫିଞ୍ଚ ୨୦୨୨ ମସିହାରେ…

୫ ବର୍ଷ ପରେ ଇଡେନ୍ ଗାର୍ଡେନରେ ଦିନିକିଆ…

ଓଏଲ୍‌ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ ମଇଦାନରେ ଖେଳାଯିବ। ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇ ୧-୦ରେ ଆଗୁଆ ଥିବା ଭାରତ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଶ୍ରୀଲଙ୍କା ଦଳ ବିଜୟ ହାସଲ କରି…

ବିସିସିଆଇର ୟୁ-ଟର୍ଣ୍ଣ ! ଶ୍ରୀଲଙ୍କା…

ଓଏଲ୍‌ ବ୍ୟୁରୋ : ଭାରତୀୟ କ୍ରିକେଟ ବୋର୍ଡର ୟୁଟର୍ଣ୍ଣ। ନିକଟରେ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଯଶପ୍ରୀତ୍‌ ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା। ହେଲେ ସିରିଜର ଦିନକ ପୂର୍ବରୁ ଆହତ ସମସ୍ୟା କାରଣରୁ ପୁଣିଥରେ ତାଙ୍କୁ ଦଳରୁ ବାଦ ଦିଆଯାଇଥିବା ଜାତୀୟ…

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଟି-୨୦ ସିରିଜ ଦଖଲ ପରେ ଏବେ ଟିମ୍‌ ଇଣ୍ଡିଆର ନଜର ଦିନିକିଆ ସିରିଜ ଉପରେ। ଇଂଲଣ୍ଡ ଦଳକୁ ଇଂଲଣ୍ଡ ମାଟିରେ ହରାଇ ୨-୧ରେ ଟି-୨୦ ସିରିଜ ଜିତିଥିଲା ଭାରତୀୟ ଦଳ। ଏବେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳର ନଜର ଦିନିକିଆ ଶୃଙ୍ଖଳା ଉପରେ। ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ଅଧିନାୟକ…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ଷ୍ଟାର କ୍ରିକେଟରା ମହମ୍ମଦ ହାଫିଜ। ଏନେଇ ଆଜି ମହମ୍ମଦ ହାଫିଜ କରିଛନ୍ତି ଘୋଷଣା। ହେଲେ ସେ ପୂର୍ବପରି କ୍ରିକେଟ ଖେଳିବା ଜାରି ରଖିବେ। ଅର୍ଥାତ୍‌ ସେ ଟି-୨୦ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମହମ୍ମଦ ହାଫିଜ କହିଛନ୍ତି।…

୨୩ ବର୍ଷର ଲମ୍ବା କ୍ୟାରିୟରରେ ପଡ଼ିଲା…

ନୂଆଦିଲ୍ଲୀ: କ୍ରିକେଟରୁ ଅବସର ନେଲେ ଦୁଇ ଦୁଇଟି ବିଶ୍ବକପ୍‌ ବିଜୟୀ ଦଳର ଷ୍ଟାର ସଦସ୍ୟ ହରଭଜନ ସିଂହ। ଟିମ୍‌ ଇଣ୍ଡିଆର ଅଫସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍୍ତି। ସେ ଏନେଇ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ୨୩ ବର୍ଷ ଧରି କ୍ରିକେଟରେ ଚାଲିଥିବା ହରଭଜନଙ୍କ…

କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କଲେ ଆଉ ଜଣେ ଷ୍ଟାର ଖେଳାଳି। ଶ୍ରୀଲଙ୍କାର କିମ୍ବଦନ୍ତ୍ରୀ ପେସ୍‌ ବୋଲର ଲାସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ବିରାମ ଲଗାଇଛନ୍ତି ମାଲିଙ୍ଗା। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ…

କ୍ରିକେଟର ସମସ୍ତ ଫର୍ମାଟରୁ ଡେଲ୍‌…

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଲେ ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର ବୋଲର ଡେଲ୍‌ ଷ୍ଟେନ୍। ଏନେଇ ଟ୍ବିଟ୍‌ କରି ଖୋଦ୍‌ ସୂଚନା ଦେଇଛନ୍ତି ଷ୍ଟେନ୍। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଷ୍ଟେନ୍‌ କହିଛନ୍ତି, ‘ଆଜି ବିଦ୍ଧିବଦ୍ଧ ଭାବେ କ୍ରିକେଟରୁ ସନ୍ୟାସ ନେଉଛି । ମୁଁ ସବୁଠାରୁ…

ମଇଦାନରେ ଝାଳ ବୁହାଇଲେ କ୍ରୀଡ଼ା ମନ୍ତ୍ରୀ,…

କୋଲକାତା: କ୍ରିକେଟ ମଇଦାନରେ କମାଲ କରିବା ପରେ ରାଜନୀତିରେ କଲେ ଶାନଦାର ଏଣ୍ଟ୍ରି। କ୍ରିକେଟ ପରେ ରାଜନୀତିର ଖେଳରେ ମଧ୍ୟ ସେ ଏବେ ଜଣେ ପୋଖତ ଖେଳାଳି। ନିର୍ବାଚନରେ ବିରୋଧୀଙ୍କୁ ଚକମା ଦେଇ ଖେଳିଲେ ମାଷ୍ଟ୍ରର ଷ୍ଟ୍ରୋକ୍‌ ଇନିଂସ୍। ଆଉ ପ୍ରଥମରୁ ହିଁ ହାତେଇଲେ ମନ୍ତ୍ରୀ ପଦ। ଆଉ ଏବେ ପୁଣିଥରେ କ୍ରିକେଟ…