ପାରାଦୀପରୁ ୩୬୦ କିମି ଦୂରରେ ବାତ୍ୟା…
ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା 'ୟାସ୍'। ଆଜି ଅପରାହ୍ନରେ ସିଭିୟର୍ ସାଇକେ୍ଲାନିକ୍ ଷ୍ଟର୍ମ ଭୀଷଣକାୟ ରୂପ ନେଇ ଭେରି ସିଭିୟର୍ ସାଇକେ୍ଲାନିକ୍ ଷ୍ଟ୍ରମ୍ରେ ପରିଣତ ହେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା 'ୟାସ୍' ପାରାଦୀପରୁ ୩୬୦ କିଲୋମିଟର…