ପୁରୀ ହାଜତ ମୃତ୍ୟୁ ମାମଲା, ସତ୍ୟପାଠ…
କଟକ: ପୁରୀ ହାଜତ ମୃତ୍ୟୁ ମାମଲାରେ ଆଜି ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ହାଜତ ମୃତ୍ୟୁକୁ ରାଜ୍ୟ ସରକାର ଅସ୍ୱୀକର କରିଛନ୍ତି। ଏହା ହାଜତ ମୃତ୍ୟୁ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ସରକାର।
ସତ୍ୟପାଠ ସହ ସରକାର ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ…