Odisha Link
Bridging the Missing Links in Odisha
Browsing Tag

Cuttack

୩ ବର୍ଷରେ ୧୮୬ କୋଟି ତଣ୍ଡ ଗଣିଛନ୍ତି…

ଓଏଲ୍‌ ବ୍ୟୁରୋ: ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।…

କଟକରେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା…

ଓଏଲ୍‌ ବ୍ୟୁରୋ: ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। କଟକର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀ ବସ୍‌ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ହେଲେ ଅନ୍ୟପଟେ କଟକରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ…

ଲୋକାର୍ପିତ ହେଲା ନେତାଜୀ ବସ ଟର୍ମିନାଲ,…

ଓଏଲ୍‌ ବ୍ୟୁରୋ: ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। କଟକର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀ ବସ୍‌ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି।…

କଟକ ବକ୍ସଡ୍ରେନରେ ଫସି ନାବାଳିକା ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ଗତକାଲି କଟକ କେଶରପୁରରୁ ଆସିଥିଲା ଆଉ ଏକ ଦୁର୍ଘଟଣାର ଚିତ୍ର। ଜାଇକା ପ୍ରକଳ୍ପ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଡ୍ରେନରେ ପଡ଼ି ଜଣେ ନାବାଳିକା ଗୁରୁତର ହୋଇଥିଲେ। ପରେ ବକ୍ସ ଡ୍ରେନ୍‌ ପାଇପରେ ଚାପି ହୋଇ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା…

ପୁଣିଥରେ ନିଆଳିରେ ଅଜଣା ଜନ୍ତୁ ଆତଙ୍କ

ଓଏଲ୍‌ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଆତଙ୍କିତ ସ୍ଥାନୀୟ ଲୋକେ। ସେଠାରେ ୨୯ଟି ମେଣ୍ଢା ମରିଥିବା ଖବର ସାମ୍ନାକୁ ଆସିଛି। କଣ୍ଟପଡ଼ା ବ୍ଲକ ଗୁଣାଦୋଳ ଠାକୁର ପୋଖରୀସାହିରେ ମେଣ୍ଡା ମରୁଥିବା ଜଣା ପଡିଛି। ମେଣ୍ଢା ପାଳନ କରୁଥିବା ୨ ଜଣଙ୍କ ଗୁହାଳରେ ୨ ଦିନରେ ୨୯ ମେଣ୍ଢାକୁ…

ହୋଲିରେ ରାସାୟନିକ ରଙ୍ଗ ବିକିଲେ ଫସିବେ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର। ହୋଲିର ପର୍ବକୁ ଆଖି ଆଗରେ ରଖି ଖୋଲିଛି ରଙ୍ଗ ଦୋକାନ। ଯେଉଁଠି ଭଳିକି ଭଳି ରଙ୍ଗ ବେରଙ୍ଗର ଜିନିଷ ଦେଖିବାକୁ ମିଳୁୁଛି। ଏସବୁ ମଧ୍ୟରେ କଟକ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। କଟକ ସହରରେ ହୋଲିରେ କୌଣସି…

କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ…

ଓଏଲ୍ ବ୍ୟୁରୋ : କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ୨ଟି ଦମକଳ ବାହିନୀ ପହଁଚିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।…

କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ…

ଓଏଲ୍‌ ବ୍ୟୁରୋ : କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ଜଣେ ରୋଗୀ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ୍ ୱାର୍ଡରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ…

ମାଆ ଓ ପୁଅ ମୃତ୍ୟୁ ଘଟଣାରେ ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଗତକାଲି ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ନେଇ…

ସାମ୍ନାକୁ ଆସିଲା ମୃତ ମହିଳା ଶିଳ୍ପୀଙ୍କ…

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟି କଟାଯାଇ ମାରି ଦିଆଯାଇଥିବା ସନ୍ଦେହ କରାଯାଉଥିଲା। ତେବେ ଏହାକୁ ନେଇ…