ରିଚାର୍ଜ କଲେ ୩୪୯ ଟଙ୍କା, ଗାଏବ ହେଲା…
ଓଏଲ୍ ବ୍ୟୁରୋ:ମାତ୍ର ୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଆକଉଣ୍ଟରୁ ଗାଏବ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ଏପରି ସାଇବର ଫ୍ରଡର ଶିକାର ହୋଇଛନ୍ତି। ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ।
ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ୧୫ ଦିନ ତଳେ ନିଜ ମୋବାଇଲ…