ଆଜି ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍…
ଗୁଜୁରାଟ: ଆରବସାଗରରେ ସୃଷ୍ଟ ବାତ୍ୟା ‘ତଉକ୍ତେ’ ଆଜି ଉପକୂଳ ଛୁଇଁବ। ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ।ଗୁଜୁରାଟ ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ।
ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ବେଳେ ବେଳ ପବନର ବେଗ ଘଣ୍ଟାପ୍ରତି…