Odisha Link
Bridging the Missing Links in Odisha
Browsing Tag

Cyclone

ଅତି ଭୀଷଣ ବାତ୍ୟାର ରୂପ ନେଲା…

ଓଏଲ୍‌ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଲା 'ମୋକା'। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଲା। ଘଣ୍ଟା ପ୍ରତି ୯ କିମି ବେଗରେ ଉତ୍ତର ଆଡ଼କୁ ଗତି କରୁଛି 'ମୋକା'। ଆସନ୍ତା ୧୪ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ…

ବାତ୍ୟା ‘ମାଣ୍ଡୋସ’ର ତାଣ୍ଡବ

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା ମାଣ୍ଡୋସ। ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ମାଣ୍ଡୋସ ବିଳମ୍ବିତ ରାତିରେ ଚେନ୍ନାଇ ନିକଟ ମାଲାପୁରମନିକଟରେ ଲାଣ୍ଡଫଲ କରିଛି। ବାତ୍ୟା ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଭାରତୀୟ…

୧୬ କି.ମି ବେଗରେ ଆସୁଛି…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ସକ୍ରିୟ ହୋଇ ଆଜି ସକାଳରେ ନେଇଛି ବାତ୍ୟାର ରୂପ। ଘଣ୍ଟାପ୍ରତି ୧୬ କିମି ବେଗରେ ମାଡ଼ି ଆସୁଛି ବାତ୍ୟା। ଏହି ବାତ୍ୟାର ନାଁ 'ଅସାନି' ରଖାଯାଇଛି। ଯାହାର ନାମ ଶ୍ରୀଲଙ୍କା ତରଫରୁ ନାମକରଣ କରାଯାଇଛି। ଯାହାର ଅର୍ଥ 'କ୍ରୋଧ'। ଏନେଇ ଭୁବନେଶ୍ବର ଆଞ୍ଚଳିକ…

ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ…

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଏହା ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର…

‘ବାତ୍ୟା ହେବ କି ନାହିଁ କାଲି…

ଓଏଲ୍‌ ବ୍ୟୁରୋ: ବାତ୍ୟା ବାତ୍ୟା ବାତ୍ୟା.. ଯେଉଁଠି ଦେଖ ବାତ୍ୟାକୁ ନେଇ ଚର୍ଚ୍ଚା। ଓଡ଼ିଶାକୁ ବାତ୍ୟା ଆଶଙ୍କା ଥିବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରାଜ୍ୟର ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଲୋକଙ୍କୁ ଭୟଭୀତ ନେହେବା ପାଇଁ ବାର୍ତ୍ତା ଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ…

ବାତ୍ୟା ଜଓ୍ବାଦ: ବର୍ତ୍ତିଗଲା ଓଡ଼ିଶା,…

ଭୁବନେଶ୍ବର: ଜଓ୍ବାଦ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ଟଳିଯାଇଛି। ଗଭୀର ଅବପାତର ରୂପ ନେଇ ଜଓ୍ବାଦ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଛାଡ଼ ଉତ୍ତରମୁହାଁ ହୋଇଛି। ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କୌଣସି…

ବାତ୍ୟା କ୍ଷୟକ୍ଷତି ପରିମାଣ ୬୧୦ କୋଟି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ…

ଆର୍ଥିକ ସହାୟତା ନମାଗି ଟ୍ୱିଟରରେ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାତ୍ୟା ‘ୟାସ୍’ ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ବ୍ୟତୀତ ତୁରନ୍ତ କୌଣସି…

ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି। ବାତ୍ୟା ୟସ୍‌ ପ୍ରଭାବରେ ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ। ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ…

୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ…

ଭୁବନେଶ୍ୱର: ବାତ୍ୟା ‘ୟାସ’ର ପ୍ରଭାବରେ ଉତ୍ତର ଓଡ଼ିଶାରେ ଅନେକ କ୍ଷୟକ୍ଷତି ହୋଇଛି। ବର୍ଷା ପବନରେ ଖରାଦିନିଆ ଫସଲ ନଷ୍ଟ ହୋଇଯାଇଥିବା ବେଳେ ପ୍ରାଣୀ ସମ୍ପଦର ମଧ୍ୟ କ୍ଷତି ଘଟିଛି। ଏନେଇ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଉଚ୍ଚସ୍ତରୀୟ ସମୀକ୍ଷା କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି…