ଟ୍ରିବ୍ୟୁନାଲ୍ ରାୟକୁ ଚ୍ୟାଲେଞ୍ଜ୍…
ନୂଆଦିଲ୍ଲୀ : ଜାତୀୟ କଂପାନି ଲ’ ଆପିଲିଟ୍ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଏଟି) ରାୟ ପରେ ଟାଟା ଗ୍ରୁପ୍କୁ ଲାଗିଛି ଏକ ବଡ ଝଟକା । ୨୦୧୬ ଅକ୍ଟୋବରରେ କାରଣ ନଦର୍ଶାଇ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ବିଦା କରାଯାଇଥିଲା। ସେହି ପଦରେ ପୁନର୍ବାର ସାଇରସ୍…