Odisha Link
Bridging the Missing Links in Odisha
Browsing Tag

Dabangg 3

ପରଦାକୁ ଆସିଲା ସଲମାନ ଖାନ୍‌ଙ୍କ ଅଭିନୀତ…

ମୁମ୍ବାଇ: ଆଜି ମୁକ୍ତିଲାଭ କରିଛି ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ଏଥିରେ ଦର୍ଶକ ପୁଣି ଥରେ ସଲମାନ ଖାନ୍‌ଙ୍କୁ ଦେଖିବାକୁ ପାଇବେ ଚୁଲବୁଲ ପାଣ୍ଡେ ଚରିତ୍ରରେ। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି।…

ରିଲିଜ୍‌ ପୂର୍ବରୁ ଏତିକି ଟଙ୍କା ଆୟ କଲା…

ମୁମ୍ବାଇ: ବଲିଉଡ଼ର କିଙ୍ଗଖାଁନ ସଲମାନ ନିିଜର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ସିନେମା ‘ଦବଙ୍ଗ ୩’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସିନେମାଟି ପରଦାକୁ ଆସିବା ପୂର୍ବରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ…

ବିବାଦରେ ପଡିଗଲା ସଲମାନଙ୍କ ସିନେମା

ମୁମ୍ବାଇ : ବଲିଉଡ ଷ୍ଟାର ସଲମାନଖାଁ ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନ କିଣିନେଇଛନ୍ତି । ତାଙ୍କୁ ଅନେକ ଲୋକ ଭାଇଜାନ୍ ବୋଲି ମଧ୍ୟ ଡାକନ୍ତି । ସଲମାନଙ୍କ ଅଭିନୀତ ସିନେମା 'ଦବଙ୍ଗ ୩' ରିଲିଜ ହେବା ପୂର୍ବରୁ ବିବାଦ ଘରରେ ପଡିଯାଇଛି । ସିନେମାଟି ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ…

ରିଲିଜ ହେଲା ଦବାଙ୍ଗ -୩ର ପ୍ରଥମ ଗୀତର…

ନୂଆଦିଲ୍ଲୀ : ବଲିଉଡ଼ ର ସୁପରଷ୍ଟାର ସଲମାନ ଖାନ ନିଜ ଅଭିନୟ ର ଯାଦୁରେ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି । ସେ ଅନେକ ସୁପର ହିଟ୍ ସିନେମା ରେ ଅଭିନୟ କରିଛନ୍ତି । ତାଙ୍କର ସିନେମା 'ଦବାଙ୍ଗ-୩'ର ପ୍ରଥମ ଗୀତ ରିଲିଜ ହୋଇଯାଛି । ସିନେମାର ପ୍ରଥମ ଗୀତଟି ଥିଲା 'ନୈନା ଲଡ଼େ' । ଗୀତଟି ରିଲିଜ ହେବାର କିଛି ସମୟ…

ସିନେମା ତାଙ୍କର, ପୋଷ୍ଟର ତାଙ୍କର ତେବେ…

ନୂଆଦିଲ୍ଲୀ: ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ସଲମାନଙ୍କ ସିନେମା 'ଦବଙ୍ଗ-୩'ର ପ୍ରମୋ ରିଲିଜ୍‌ ହୋଇଛି । ଚୁଲବୁଲ୍‌ ପାଣ୍ଡେ ନିଜେ ସିନେମାର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, "ଯେତେବେଳେ…

‘ଦବଙ୍ଗ ୩’ରେ ସଲ୍‌ମାନ୍‌…

ମୁମ୍ବାଇ: ବଲିଉଡ୍‌ରେ ସଲ୍‌ମାନ୍‌ ଖାନ୍‌ ଅନେକ ନୂଆ ଚେହେରା ଆନିଛନ୍ତି । ତାଙ୍କୁ ଅନେକ କଳାକାର ଗଡ୍‌ଫାଦର୍‌ ବୋଲି ମଧ୍ୟ କୁହନ୍ତି । ସଲମାନ୍ ଅଭିନେତା ଓ ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ସାନ ଝିଅ ସାଇଙ୍କୁ ବଲିଉଡ୍‌ରେ ସୁଯୋଗ ଦେଇଛନ୍ତି। ବଲିଉଡ୍‌ରେ ସଲ୍‌ମାନ୍‌ଙ୍କ ଅପ୍‌କମିଂସିନେମା 'ଦବଙ୍ଗ-୩' ରେ…