Odisha Link
Bridging the Missing Links in Odisha
Browsing Tag

Dance

ତୋ ପାଇଁ ଦିଲ୍‌ ହୁଏ ନାଗିନ୍‌…

ଯାଜପୁର: ହୋଲି ଅବସରରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ବରେ ଥିବା ପୁଲିସ ନିଜର କର୍ତ୍ତବ୍ୟ ଭୁଲି ମଜଲିସ୍‌ରେ ମାତିଥିଲା। ଥାନା ଭିତରେ କବାଟ କିଳି ଚାଲିଥିଲା ନାଗିନ୍‌ ନାଚ ଆଉ ଏହାର ତାଳେ ତାଳେ ଡେଉଁଥିଲା ପୁଲିସ ବାବୁମାନଙ୍କର ଉନ୍ମତ୍ତ ପାଦ। ପୁଲିସ ପୋଷାକରେ ଲାଗିଥିଲା ନାନାରଙ୍ଗର ଅବିର। କାହାର ପାଦ ବି…

ପରଲୋକରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ…

ମୁମ୍ବାଇ: ଭାରତୀୟ ସିନେ ଜଗତର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ। ନିଶ୍ୱାସ ପ୍ରଶ୍ୱାସ ନେବା ପରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୩ ବା ଶୁକ୍ରବାର ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ତାଙ୍କର ମଧ୍ୟ କରୋନା ପରୀକ୍ଷା…

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ…

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ରଙ୍ଗମଞ୍ଚରେ ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ଏହି ଉତ୍ସବ ୫ ଦିନ ଧରି ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳା ଭୂମିରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ହେବ ଯେଉଁଥିରେ ୬ ଗୋଟି ଦେଶର ବାଲୁକା…

ନାଚିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ବର: ସଂକୀର୍ତ୍ତନ ଦଳରେ ମିଶି ନାଚିଲେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ। ଗତକାଲି ଥିଲା ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍‌ ହୋଇଥିଲେ।…

ତାରାଙ୍କ ନାଚରେ ଝୁମିଲେ ଦର୍ଶକ

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଡ୍ୟାନ୍ସକୁ ନେଇ ଚର୍ଚ୍ଚା। ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ। ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ…