ଗିରଫ ହେଲେ ‘ଏବିସିଡି’ ଡ୍ୟାନସର କିଶୋର…
ମୁମ୍ବାଇ : ଡ୍ରଗ୍ସ ମାମଲାରେ ‘ଏବିସିଡିର ଡ୍ୟାନସର କିଶୋର ସେଟ୍ଟିଙ୍କୁ ଦକ୍ଷିଣ କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ଦିନ ଗିରଫ କରିଛି ଣକିଶୋରଙ୍କ ପାଖରେ ନିଶା ସାମଗ୍ରୀ ଥିବାର ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ଏ ବିଷୟରେ ପଚରାଉଚରା କରୁଛି। ସୂଚନା ଅନୁସାରେ ଡ୍ରଗ୍ସ କେସର ଲିଙ୍କ ମୁମ୍ବାରେ…