ଶୀତରେ ଥରୁଛି କନ୍ଧମାଳ
କନ୍ଧମାଳ: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବଦଳିଛି ପାଗ। ଆଉ ରାଜ୍ୟରେ ବିଭିନ୍ନ ଅଞ୍ଚଳକୁ ଫେରିଛି ଶୀତ। ବିଶେଷକରି ରାଜ୍ୟର କନ୍ଧମାଳ ଜିଲ୍ଲାରେ ବଢ଼ିଛି ଶୀତର ପ୍ରକୋପ। ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା, କ.ନୂଆଗାଁ , ବେଲଘର, ତୁମୁଡ଼ିବନ୍ଧ, କୋଡ଼ଗଡ଼ ଅଞ୍ଚଳରେ ବଢ଼ିଛି ଶୀତ।…