ହାଇୱା ଧକ୍କାରେ ଗଲା ଯୁବକଙ୍କ ଜୀବନ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍ଲିକ ଚର୍ଚ୍ଚ ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ବୁଧବାର ରାତିରେ ହାଇୱାକୁ ପଛପଟୁ ଧକ୍କା ଏକ ବାଇକ ଦେବା ଫଳରେ ଘଟଣାସ୍ଥରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ଦାରିଙ୍ଗବାଡ଼ି…