ଫେସବୁକ୍ ଡାଟା ଲିକ୍, ମାମଲା ରୁଜୁ କଲା…
ନୂଆଦିଲ୍ଲୀ: ଫେସବୁକ୍ର ଡାଟା ଲିକ୍ ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି…