ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍…
ଭୁବନେଶ୍ବର: ଭୁବନେଶ୍ବରରେ ତୃତୀୟ ସମର୍ପିତ କୋଭିଡ୍ ଡାକ୍ତରଖାନା(DCH) ଖୋଲିଛନ୍ତି ରାଜ୍ୟ ସରକାର। ସ୍ଥାନୀୟ ଚନ୍ଦ୍ରଶେଖରପୁରରେ ଥିବା ଆଦିତ୍ୟ-ଅଶ୍ବିନୀ ହସ୍ପିଟାଲ ପରିସରରେ ୧୫୦ ସାଧାରଣ ଶଯ୍ୟା ଓ ୩୦ ଆଇସିୟୁ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ସୋମବାର ଠାରୁ ଖୋଲା ଯାଇଛି। ଏହି ହସ୍ପିଟାଲ ଖୋଲିବା…