ଖିଲାଡି ବୟ ଅକ୍ଷୟଙ୍କୁ ଟ୍ରାଫିକ ପାଠ…
ଭୁବନେଶ୍ବର: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟ୍ରାଫିକ୍ ପାଠ ପଢ଼ାଇଳେ ଟ୍ରାଫିକ ଡିସିପି ସାଗରିକା ନାଥ। ନିକଟ ଅତିତରେ ଅକ୍ଷୟ କୁମାର ନିଜର ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲରକୁ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ବାଇକରେ ଅନେକ ଷ୍ଟଣ଼୍ଟ ଦେଖାଉଥିଲେ। ହେଲେ ଷ୍ଟଣ୍ଟ…