ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ
ଓଏଲ୍ ବ୍ୟୁରୋ : ସତରେ ମଣିଷ କଣ ନିଜର ମାନବିକତା ଭୁଲିଗଲାଣି ! ଝିଅ ଜନ୍ମ କଣ ଆଜିବି ବୋଝ । ନିଜ ଜନ୍ମକଲା ମା କିପରି ନିଜ କନ୍ୟା ସହ ଏପରି କରିପାରେ । ଟିଙ୍କବୀର ଜଙ୍ଗଲରୁ ଏକ ଦୁଃଖଦ ଘଟଣା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ…