Odisha Link
Bridging the Missing Links in Odisha
Browsing Tag

Deepika Padukone

ଏକାଠ କାମ କରିବେ ରିଷି ଓ ଦୀପିକା

ମୁମ୍ବାଇ: ବଲିଉଡ ଷ୍ଟାର ଦୀପିକା ପାଦୁକୋନ୍‌ଙ୍କ ସିନେମା ଛପାକ ଚଳିତ ବର୍ଷ ରିଲିଜ ହୋଇଥିଲା କିନ୍ତୁ ଏହା ବକ୍ସ ଅଫିସ୍‌ରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲା । ଏବେ ଦୀପିକାଙ୍କ ଅନ୍ୟ ଏକ ପ୍ରୋଜେକ୍ଟ ର ଘୋଷଣା ହୋଇସାରିଛି । https://www.instagram.com/p/B70pHF2jPdJ/ ସୂଚନା ଅନୁଯାୟୀ,…

ଦୀପିକାଙ୍କ ହାତରୁ ଚାଲିଯିବକି ବିଜ୍ଞାପନ…

ମୁମ୍ବାଇ: ଦୀପିକାଙ୍କ ଅଭିନୀତ ସିନେମା ଛପାକ ଗତ ଜାନୁଆରୀ ୧୦ ତାରିଖରେ ରିଲିଜ୍‌ ହୋଯାଇଛି । ସିନେମାଟି ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ହୋଇଛି । କିନ୍ତୁ ଜେଏନୟୁ ବିକ୍ଷୋଭରେ ତାଙ୍କର ବାମପନ୍ଥୀଙ୍କୁ ସମର୍ଥନ କରିବା ନେଇ ବିବାଦ ଆରମ୍ଭ ହୋଇଥିଲା। ବିଜେପି ସମର୍ଥକମାନେ ଦୀପିକାଙ୍କର ଏଭଳି…

ଏସିଡ଼ ବିକ୍ରିର ଖୁଲାସା କଲେ ଦୀପିକା

ମୁମ୍ବାଇ : ଏସିଡ଼ ଏକ ଏପରି ମାରାତ୍ମାତ ଜିନିଶ ଯାହା ଲୋକଙ୍କ ଚେହାରା ବିଗାଡ଼ିବା ସହ ସେମାନଙ୍କ ସ୍ବପ୍ନଙ୍କୁ ଭାଙ୍ଗି ଦେଇଥାଏ । ଏହି ଏସିଡ଼ ମାଡ଼କୁ ନେଇକି ଏକ ସିନେମା ପ୍ରସ୍ତୁତ ହୋଇଛି । ସିନେମାଟିର ନାଁ ହେଲା "ଛପାକ" । ଏହି ଚଳଚିତ୍ରଟିକୁ ମେଘନା ଗୁଲଜାର୍‌ ନିର୍ଦ୍ଦେଶନା ଦେଇଥିବା ବେଳେ ,ଦୀପିକା…

ଦୀପିକାଙ୍କୁ ପରାମର୍ଶ ଦେଲେ ବାବା…

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ)ର ହିଂସାକାଣ୍ଡକୁ ନେଇ ଚର୍ଚ୍ଚା ଥମିବାର ନାହିଁ। ସେହିଭଳି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ମଧ୍ୟ ଥମିବାର ନା ନେଉ ନାହିଁ। ସୂଚନାଥାଉକି ଜେଏନୟୁରେ ଘଟିଥିବା ହିଂସାକାଣ୍ଡ ପରେ ଦୀପିକା ପାଦୁକୋନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭରେ ସାମିଲ…

‘ଛପାକ୍‍ ପାଇଁ ସମ୍ମାନିତ ହେବେ ଦୀପିକା

ମୁମ୍ବଇ: ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ ହେବେ ଦୀପିକା। ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରିବେ। ‘ଛପାକ୍‍'ର ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିଲା। ଏବେ ଏହି…

ଶ୍ୱଶୁରଙ୍କ ଠାରୁ ଗାଳି ଶୁଣନ୍ତି ଦୀପିକା!

ମୁମ୍ବାଇ : ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଆସୁଥିବା ସିନେମା ୮୩ ପାଇଁ ବହୁତ ବ୍ୟସ୍ତ ଅଛନ୍ତି । ସେ ସ୍ବାମୀ ରଣବୀରଙ୍କ ସହ ଏହି ସିନେମାରେ ନଜର ଆସୁଛନ୍ତି ।ସିନେମାଟି କପିଲ ଦେବ ଙ୍କ ଜୀବନ ଶୈଳି ଉପରେ ପ୍ରସ୍ତୁତ କରାଯାଇଛି । ୨୦୧୮ରେ ରଣବୀର ଓ ଦୀପିକାଙ୍କ ବିବାହ କରିଥିଲେ ।…

ଦୀପିକାଙ୍କୁ ଟାର୍ଗେଟ କଲେ ସ୍ମୃତି,…

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁଗୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ କରିବା ଘଟଣା ଦିନକୁ ଦିନ ଘନଉଛି। କିଛି ଦିନ ତଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ଦୀପିକାଙ୍କୁ ବିରୋଧ କରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ଆଜି ପରଦା ଉପରକୁ ଆସିଲା ‘ଛପାକ୍’

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ୍’। ଏହି ଫିଲ୍ମର ବିଷୟବସ୍ତୁ ଏକ ସତ୍ୟ କାହାଣୀକୁ ନେଇ ଆଧାରିତ। ଏସିଡ ଆକ୍ରମଣରେ ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ ବିକ୍ରି ବିରୋଧରେ ସ୍ୱର ଉତ୍ତୋଳନ କରି ବିଜୟୀ ହେଉଛି , ତାହାକୁ ନେଇ ନିର୍ମାଣ ହୋଇଛି ଏହି ଚଳଚ୍ଚିତ୍ର। ୨୦୦୫…

ଆସନ୍ତାକାଲି ଅଜୟ ଓ ଦୀପିକାଙ୍କ ଟକ୍କର୍

ମୁମ୍ବାଇ: ଆସନ୍ତାକାଲି ଦୁଇଟି ବଡ଼ ସିନେମା ସିନେପରଦାକୁ ଆସୁଛି । ସିନେମା ଦୁଇଟି ସତ୍ୟ ଘାଟଣା ଉପରେ ଆଧାରିତ । ଏହି ସିନେମା ଦୁଇଟି ହେଉଛି ‘ଛପାକ୍’ ଓ ‘ତାନାଜୀ’। ଉଭୟ ଫିଲ୍ମର ଟ୍ରେଲର୍‌କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା ଉଭୟ ସିନେମା ବିଷୟରେ। ତାନାଜୀ : ଓମ୍ ରାୱତ୍ ଙ୍କ…

ଦୀପିକା ସାଜିଲେ ଦ୍ରୌପଦୀ

ମୁମ୍ବାଇ : ବଲିଉଡର ସଫଳ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌ ନିଜର ଅଭିନୟରେ ଯାଦୁରେ ଦର୍ଶକଙ୍କ ମନ କିଣି ନେଇଛନ୍ତି । ତାଙ୍କୁ ଦର୍ଶକ ବିଭିନ୍ନ ଚରିତ୍ରରେ ଦେଖି ସାରିଛନ୍ତି । ସଞ୍ଜୟ ଲୀଲା ଭଂଶାଲୀଙ୍କ ସିନେମା ପଦ୍ମବତୀରେ ତାଙ୍କୁ ଏକ ପାରମ୍ପାରିକ ଚରିତ୍ରରେ ଦେଖିବାକୁ ମିଳିଥିଲା । ଦୀପିକାଙ୍କ ଏହି…