ସ୍ୱେଚ୍ଛାସେବୀଙ୍କ ନାଁରେ ୧୦୦ କୋଟିର…
ନୂଆଦିଲ୍ଲୀ: ହ୍ୟୁମାନ ଟ୍ରାଏଲ ବେଳେ କରୋନା ଟିକା-କୋଭିସିଲ୍ଡ ନେଇ ଅସୁସ୍ଥତା ଅଭିଯୋଗ ଆଣିଥିବା ଜଣେ ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମୋକଦ୍ଦମା କଲା ସେରମ ଇନଷ୍ଟିଚ୍ୟୁଟ। କରୋନା ଟିକା ନେବା ପରେ ସ୍ନାୟୁଗତ ରୋଗ ଦେଖା ଦେବା ଅଭିଯୋଗ ଆଣିଥିଲେ ସଂପୃକ୍ତ ସ୍ୱେଚ୍ଛାସେବୀ। ହେଲେଏହି…