ଆଜିଠୁ ଦିଲ୍ଲୀ ଡାଇନାମୋସ୍ ହେବ ଓଡ଼ିଶା…
ଭୁବନେଶ୍ବର: ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିବ ଓଡ଼ିଶା। ଭାରତର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଓଡ଼ିଶା ଏବେ ଇଣ୍ଡିଆନ୍ ସୁପର୍ ଲିଗ୍ରେ ଭାଗ ନେବ। ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍) ଫ୍ରାଞ୍ଚାଇଜି ଦିଲ୍ଲୀ ଡାଇନାମୋସ୍ ଏଫସିକୁ ଏବେ ଓଡ଼ିଶା କିଣି ନେଇଛି। ଫଳରେ ଆଜିଠାରୁ (ଶନିବାର) ଏହା ଦିଲ୍ଲୀ…