Odisha Link
Bridging the Missing Links in Odisha
Browsing Tag

Delhi Election

ରୋଡ ସୋ ପାଇଁ କେଜ୍ରିୱାଲଙ୍କ ‘ବିଜୟ ରଥ‘…

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ। ଏନେଇ ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୫୬ ସିଟ୍‌ରେ ଆମ୍ ଆଦ୍‌ମୀ ପାର୍ଟି ଆଗୁଆ ଥିବାବେଳେ ବିଜେପି ମାତ୍ର ୧୪ ସିଟ୍‌ରେ ଆଗୁଆ ରହିଛି। ତୃତୀୟ ଥର ଦିଲ୍ଲୀରେ ଆମ୍ ଆଦ୍‌ମୀ ପାର୍ଟି ସରକାର ଗଠନ କରିବ…

ପ୍ରଥମଥର ଭୋଟ ଦେଲେ ପ୍ରିୟଙ୍କାଙ୍କ ପୁଅ,…

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆଉ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୁଅ ରେହାନ ଭଦ୍ରା ପ୍ରଥମ ଥର ପାଇଁ ଭୋଟ ଦେଇଛନ୍ତି। ଆଜି ସେ ଦିଲ୍ଲୀ ବିଧାନସଭା ପାଇଁ ହେଉଥିବା ଭୋଟିଂରେ ନିଜ ବାପା ରବର୍ଟ ଭଦ୍ରା ଓ ମା’ ପ୍ରିୟଙ୍କାଙ୍କ ସହ ବୁଥକୁ ଯାଇ ଭୋଟ…

ଦିଲ୍ଲୀ ନିର୍ବାଚନ: ଚାଲିଛି ମତଦାନ,…

ନୂଆଦିଲ୍ଲୀ: ଦିଲ୍ଲୀ ସିଂହାସନ ପାଇଁ ଚାଲିଛି ମତଦାନ। ଆଜି ସନ୍ଧ୍ୟା ୬ଟାରା ସରିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା। ହେଲେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ସରିନି ବାକ୍‌ ଯୁଦ୍ଧ। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା…

ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ଅରବିନ୍ଦ…

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ସିଂହାସନ ପାଇଁ ମତଦାନ। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତଦାନ ଦେଇଛନ୍ତି। ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍‌ ଲାଇନ୍‌ସ୍ଥିତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭୋଟ୍‌ ଦେବା ପରେ କେଜ୍ରିଓ୍ଵାଲ୍‌ କହିଲେ, ଦିଲ୍ଲୀରେ କରାଯାଇଥିବା…

ଦିଲ୍ଲୀ ନିର୍ବାଚନ: ଆପ୍…

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ବିଧାନସଭା ପାଇଁ ମତଦାନ। ମତଦାନ ବେଳେ କଂଗ୍ରେସ-ଆପ୍‌ ଦଳର ସଦସ୍ୟ ହାତାହାତି ହେବା ଖବର ଆସୁଛି। ଚାନ୍ଦନୀ ଚୌକ୍ ରୁ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା ଆମ୍ ଆଦମୀ ପାର୍ଟି (ଆପ୍) ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ।…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଚାଲିଛି…

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ସକାଳ ୮ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ମତଦାନ ପାଇଁ ୨୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି।ମତଦାନ କେନ୍ଦ୍ର ମଧ୍ୟରୁ ୫୪୫ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ଦିଲ୍ଲୀ…

ଅମିତ ଶାହଙ୍କୁୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ୍ର କେଜ୍ରିଓ୍ବାଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଲେ ଚ୍ୟାଲେଞ୍ଜ। ଆପ୍‌ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜ୍ରିଓ୍ବାଲ କହିଛନ୍ତି ଯେ, ଅମିତ ଶାହ ଦିଲ୍ଲୀରେ କହୁଛନ୍ତି କି ଆମକୁ ଭୋଟ ଦିଅ…

ବିଜେପିକୁ ଟାର୍ଗେଟ କଲେ ଅରବିନ୍ଦ…

ନୂଆଦିଲ୍ଲୀ: ଆସନ୍ତା ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ଦିଲ୍ଲୀ ରାଜନୀତି ଗରମ। ଭୋଟ ଗ୍ରହଣ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଜେପି ପାଖରେ ଯଦି ଦମ ଅଛି, ତା’ହେଲେ ଦଳ ଆସନ୍ତାକାଲି ୧ଟା ସୁଦ୍ଧା ତା’ ର ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ନିର୍ବାଚନ: ଭୋଟ ପାଇଁ ମାଗଣା…

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ସବୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଅଭିଯାନକୁ ଜାରି ରଖିଥିବା ବେଳେ ନିର୍ବାଚନରେ ଭୋଟ ନିମନ୍ତେ ପ୍ରଦାନ କରାଯାଉଛି ମାଗଣା ବିମାନ ଟିକଟ। ସ୍ପାଇସ ଜେଟ ନାମକ ବିମାନ ସେବା ପ୍ରଦାନକାରୀ କମ୍ପାନୀ…

‘୨୦ ବର୍ଷ ହେଲା ବରବାଦ ଦେଖିଲ,…

ନୂଆଦିଲ୍ଲୀ: ଆସନ୍ତା ୮ରେ ହେବ ଦିଲ୍ଲୀ ନିର୍ବାଚନ। ଏହାକୁ ନେଇ ତିନି ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାର ପାଇଁ ଲାଗି ପଡ଼ିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ…