‘ହାପିନେସ୍ କ୍ଲାସ୍’ ଦେଖିବେ ମେଲାନିଆ…
ନୂଆଦିଲ୍ଲୀ: ଆସନ୍ତା ୨୪ ତାରଖ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ । ଏହି ଗସ୍ତ ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲ୍ ପରିଦର୍ଶନ କରିବାକୁ ଯିବେ ମେଲାନିଆ ଟ୍ରମ୍ପ୍। ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାରେ କେଜ୍ରିଓ୍ଵାଲ୍…