ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବ…
ନୂଆଦିଲ୍ଲୀ: ସରକାର ଡାକ୍ତରଖାନାରେ ମାଗଣାରେ ମିଳିବ କରୋନା ଟିକା। ଦିଲ୍ଲୀ ଲୋକଙ୍କ ପାଇଁ ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ କରୋନା ଟିକା ମିଳିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିିସୋାଦିଆ ବଜେଟ୍ ଉପସ୍ଥାପନରେ କହିଛନ୍ତି।
ବଜେଟ୍ରେ ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଫଳରେ…