ଦିଲ୍ଲୀ ଉପରାଜ୍ୟପାଳଙ୍କୁ ମିଳିବ ଅଧିକ…
ନୂଆଦିଲ୍ଲୀ : ଲୋକସଭାରେ ପାରିତ ହୋଇଛି ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ ରାଜ୍ୟକ୍ଷେତ୍ର ଶାସନ ବିଧେୟକ ୨୦୨୧ । ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିବ । କିନ୍ତୁଏହି ବିଧେୟକକୁ ଆମ୍ ଆଦମୀ ପାର୍ଟି ପ୍ରବଳ ବିରୋଧ କରିଛି ।
ମନ୍ତ୍ରୀ ଜୀ କିଶନ ରେଡ୍ଡୀ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଧାନସଭା…