ଆସନ୍ତା ପହିଲାରୁ ବଦଳିବ ଏଲ୍ପିଜି…
ନୂଆଦିଲ୍ଲୀ: ଏଲ୍ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିବାକୁ ଯାଉଛି। ସିଲିଣ୍ଡରରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଏଲପିଜି ସିଲିଣ୍ଡର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି।ଆସନ୍ତା ପହିଲାରୁ ଏଲ୍ପିଜି ଗ୍ୟାସ ହୋମ୍…