ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା:…
ଓଏଲ୍ ବ୍ୟୁରୋ: ବିମୁଦ୍ରୀକରଣ ନେଇ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଆଜି ସୁପ୍ରିମକୋର୍ଟ କହିଛନ୍ତି ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା। ଏଥିରେ କୌଣସି ବେଆଇନ୍ କାର୍ଯ୍ୟ ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।୬ ବର୍ଷ ତଳେ ଅର୍ଥାତ୍…