ଡିସେମ୍ବର ୧୩ରେ ଭୁବନେଶ୍ବରରେ ରିଜର୍ଭ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡିସେମ୍ବର ୧୩ ତାରିଖରେ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ)ର କେନ୍ଦ୍ରୀୟ ବୋର୍ଡ ବୈଠକ ହେବ। ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବ୍ୟାଙ୍କ ଜମା ରାଶି ବୀମା ସୀମାରେ ବୃଦ୍ଧି ସହ ଅନେକ ଗୁରୁତ୍ବପୂର୍ଣ୍ଣ ଦିଗରେ…