Odisha Link
Bridging the Missing Links in Odisha
Browsing Tag

Desi Alcohol

ସାଲିଆ ସାହିରୁ ୫୦୦ ଲିଟରରୁ ଦେଶୀ ମଦ ଜବତ

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଆଜି ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ। ଏହି ମାମଲାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ମଦ ପୋଚ ମଧ୍ୟ ଜବତ କରାଯାଇଛି।…

ଭଦ୍ରକରୁ ବିପୁଳ ପରିମାଣରେ ଦେଶୀ ମଦ ଜବତ

ଭଦ୍ରକ: ଭଦ୍ରକରୁ ବିପୁଳ ପରିମାଣର ଦେଶୀ ମଦ ଜବତ। ଭଦ୍ରକ ଜିଲ୍ଲାରେ ଦେଶୀ ମଦର କାରବାର ଦିନକୁ ଦିନ ବଢିବାରେ ଳାଗିଛି। ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଟିମ୍‌ ଗଠନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ…

ବିପୁଳ ପରିମାଣର ଦେଶୀମଦ ଜବତ, ୧୦ ଗିରଫ

ପାଟଣା: ବିପୁଳ ପରିମାଣର ଦେଶୀମଦ ଜବତ। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ…