ପାକିସ୍ତାନ ସେନାର ୧୦ଟି ଚେକ୍ ପୋଷ୍ଟକୁ…
ନୂଆଦିଲ୍ଲୀ: ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତ ଉଲ୍ଲଂଘନର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା। ଗତକାଲି ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା। ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ।
ଏହାର ପାଲଟା ଜବାବ ଦେଇଛି…