ଡିସିପି ଅଫିସ୍ ଆଗରେ ଉତ୍ତେଜନା
କଟକ: ଡିସିପି ଅଫିସ୍ ଆଗରେ ଉତ୍ତେଜନା। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜୋରଦାର ଦାବି ବିଜେପି କରିଛି। ଏନେଇ ଆଜି ଡିଜିପି ଅଫିସ୍ ଘେରାଉ କରିଛି…