Odisha Link
Bridging the Missing Links in Odisha
Browsing Tag

Dharmedra Pradhan

ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ MPLADS କାର୍ଯ୍ୟକ୍ରମ ପାଇଁ ନୋଡାଲ୍ ଜିଲ୍ଲା ଭାବେ ଚୟନ କରିଛନ୍ତି। ସମ୍ବଲପୁର, ଅନୁଗୁଳ, ଦେବଗଡ଼ରେ ବହୁ…

୫୬ ବର୍ଷରେ ପାଦ ଥାପିଲେ କେନ୍ଦ୍ରମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ। ସେ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଧର୍ମେନ୍ଦ୍ର ୧୯୬୯ ମସିହା ଜୁନ ୨୬ ତାରିଖରେ ଅନୁଗୁଳ ଜିଲ୍ଲାର ତାଳଚେର ସହରରେ ଜନ୍ମ ଗ୍ରହଣ କରିଥିଲେ। ସେ ପୂର୍ବତନ ହେଭିୱେଟ ବିଜେପି ନେତା ତଥା ପୂର୍ବତନ ସାଂସଦ ଦେବେନ୍ଦ୍ର…

ଆଜି ସଂଧ୍ୟାରେ ‘ଆର୍‌ଏସ୍‌ଏସ୍‌ ୩୬୦°’…

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ ‘ଆର୍‌ଏସ୍‌ଏସ୍‌ ୩୬୦°’ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହେବ। ଆଜି ସେପ୍ଟେମ୍ବର ୩ ତାରିଖ ରବିବାର ସଂଧ୍ୟା ୫ଟା ସମୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷା,…

ଗୌହାଟି ଏବଂ ଅମୃତସରକୁ ବିମାନ ଚଳାଚଳ…

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହର ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର ଲୋକମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେ…

ପୁରୀ ଉପକୂଳକୁ ଭାରତମାଳା ପ୍ରକଳ୍ପରେ…

ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ବିକାଶ ତଥା ଉତ୍ତମ ଯୋଗାଯୋଗ ସ୍ଥାପନ କରିବା ପାଇଁ ପଞ୍ଚମ ଶ୍ରେଣୀ ଛାତ୍ର ରିଶପ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ମାରକ ପତ୍ର ଲେଖିଛନ୍ତି। ଏହି ପତ୍ର ଆଧାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ…

ଆଲୁମିନିୟମ ଏୟାର ବ୍ୟାଟେରୀ…

ନୂଆଦିଲ୍ଲୀ: ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର…

ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର…

ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍‌ କର୍ପୋରେସନ(ଇଡକୋ) ମଧ୍ୟରେ…

ପିଏମ୍‌ କିଷାନ ଯୋଜନାର ଲାଭ ପାଇବା ନେଇ…

ନୂଆଦିଲ୍ଲୀ: ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଶନିବାର ଲେଖିଥିବା ଚିଠିର ତତକ୍ଷଣାତ୍‌ ପଦକ୍ଷେପସ୍ୱରୂପ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବା…

କେନ୍ଦ୍ରାପଡ଼ାର ଇସ୍ପାତ୍‌ କାରଖାନା ଓଡ଼ିଶା…

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ୫୦ ହଜାର କୋଟି ଟଙ୍କା ବ୍ୟୟରେ ୧୨ ନିୟୁତ ଟନ୍ ବିଶିଷ୍ଟ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଗତକାଲି ବିଶ୍ୱର ଅଗ୍ରଣୀ ଇସ୍ପାତ୍‌ କମ୍ପାନୀ ଆର୍ସେଲର ମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ବୁଝମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ…

ଓଡ଼ିଶାକୁ ଇସ୍ପାତ୍‌ର ପେଣ୍ଠସ୍ଥଳିରେ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଆର୍ସେଲର ମିତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତଲ ଏବଂ ସିଇଓ ଆଦିତ୍ୟ ମିତଲଙ୍କ ସହ ଆୟୋଜିତ ଏକ ବୈଠକରେ ଓଡିଶାରେ ଇସ୍ପାତ୍ ଇତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ…