ସମ୍ବଲପୁର: ନିର୍ବାଚନ ପୂର୍ବରୁ ଏକାଠି…
ଓଏଲ୍ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ରାଜନୈତିକ ବୟାନବାଜିରେ କମ୍ପୁଛି ପ୍ରଚାର ମୈଦାନ। ପ୍ରଚାର ବେଳେ ନେତମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ସବୁଠୁ ଚର୍ଚ୍ଚାରେ ଥିବା ସମ୍ବଲପୁର ରାଜନୀତିରେ ଦେଖିବାକୁ ମିଳିଛି ରୋମାଞ୍ଚକର ଦୃଶ୍ୟ। ପ୍ରଚାର…