Odisha Link
Bridging the Missing Links in Odisha
Browsing Tag

Dhusuri

୧୨ ଘଣ୍ଟିଆ ଧୂଷୁରୀ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଅଞ୍ଚଳରେ ୧୨ ଘଣ୍ଟିଆ ଚକ ଅଖ ବନ୍ଦ ପାଳନ ହେଉଛି। ଦୋକାନ ବଜାର ବନ୍ଦ ରହିଛି। ମିଳିଥିବା ସୂଚନା ଅନୁସାରେ ଉନ୍ନତ ସ୍ବାସ୍ଥ୍ୟସେବା ଦାବିରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ହେଉଛି। ଧୂଷୁରୀ ଏରିଆ ହସପିଟାଲ…