୬ ମାସରେ ୬୦୪ ନାବାଳିକା ଧର୍ଷଣର ଶିକାର:…
ଭୁବନେଶ୍ବର: ଦୁଷ୍କର୍ମ ମାମଲା ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି। ଚଳିତ ବର୍ଷ ୬ ମାସରେ ୬୦୪ ଜଣ ନାବାଳିକା ଧର୍ଷଣର ଶିକାର ହୋଇଛନ୍ତି। ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।…