ଆଇପିଏଲ ବେଟିଂର ମୁଖ୍ୟ ଅଭିଯୁକ୍ତ ଦିନେଶ…
ବ୍ରହ୍ମପୁର: ଆଇପିଏଲ ବେଟିଂର ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠୀ ଗିରଫ। ଦିନେଶକୁ କୋଲାକତାରୁ ଗିରଫ କଲା ବ୍ରହ୍ମପୁର ପୁଲିସ୍। ସେ କୋଲକାତାରୁ ବାଟିଂ ରାକେଟ ଚଳାଉଥିଲେ।
ଦିନେଶକୁ କୋଲକାତା ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ବ୍ରହ୍ମପୁର ପୁଲିସ୍। ଗୋଷାଣିନୁଆଗାଁରେ ୪ ମାସ ତଳେ ଆଇପିଏଲ ବେଟିଂ ବେଳେ…