ବେଲଗାମ ତେଲ ଦର, କ୍ରମାଗତ ୧୬ ଦିନ ପାଇଁ…
ଭୁବନେଶ୍ବର: ଦିନକୁ ଦିନ ବେଲଗାମ ହେଉଛି ତେଲ ଦର। ଆଜି ସାରା ଦେଶରେ କ୍ରମାଗତ ୧୬ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮ ପଇସା ବୃଦ୍ଧି ଘଟିଛି।
ଦେଶରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୭୯ ଟଙ୍କା ୫୬ ପଇସା ଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୮୫…