ନିର୍ଭୟା ମାମଲା: ମୁକେଶର ଆବେଦନ ଖାରଜ
ନୂଆଦିଲ୍ଲୀ: ଗତକାଲି ୪ ନିର୍ଭାୟା ଦୋଷୀଙ୍କୁ ଫାଶୀ ହେବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ନିର୍ଭୟା ଦୋଷୀ ମୁକେଶର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲା ଦୋଷୀ ମୁକେଶ। ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।…