ଗୋଟିଏ ଆପ୍ରେ ହିଁ ପାଇବେ ଜିିଓ ଓ…
ଓଏଲ୍ ବ୍ୟୁରୋ: ଦିନକୁ ଦିନ ଭାରତରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିବାରେ ଲାଗିଛି। ଭାରତୀୟଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛି ଓଟିଟି ପ୍ଲାଟଫର୍ମ। ଏହାକୁ ନଜରରେ ରଖି ମାର୍କେଟକୁ ଆସିଛି ନୂଆ ଓଟିଟି ପ୍ଲାଟଫର୍ମ। ଯାହାର ନାମ ହେଉଛି ଜିଓ ହଟ୍ଷ୍ଟାର (JioHotstar)।ଏହି ଓଟିଟି ପ୍ଲାଟଫର୍ମରେ ଦର୍ଶକ ଉଭୟ…