କଂଗ୍ରେସ ନେତା ଶିବକୁମାରଙ୍କୁ ଗିରଫ କଲା…
ବେଙ୍ଗାଲୁରୁ: ପି.ଚିଦାମ୍ବରମଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଶିକାରରେ କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାର। ଆଜି ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ଏହି ପୂର୍ବତନ କ୍ୟାବିନେଟ୍…