ଭୂତାଣୁ ରୂପ ବଦଳାଇଲେ ଅଧିକ ରହିବ…
ଭୁବନେଶ୍ବର: ତୃତୀୟ ଲହର ଆସିବା ନେଇ ଆଶଙ୍କା କରାଯାଉଛି। ଏହାରି ମଧ୍ୟରେ ତୃତୀୟ ଲହର ପ୍ରଭାବ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ତୃତୀୟ ଲହର ଦ୍ଵିତୀୟ ଲହର ଭଳି ପ୍ରଭାବ ନପକାଇପାରେ ମାତ୍ର ଯଦି ଭୂତାଣୁ ରୂପ ବଦଳାଏ ତେବେ ଅଧିକ ପ୍ରଭାବ ରହିବ। ଭୂତାଣୁ ରୂପ ନବଦଳାଇଲେ ଏତେ ପ୍ରଭାବ ରହିବ…