କରୋନା ଟିକା ନେବା ପରେ ସଂକ୍ରମିତ ହେଲେ…
ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଯାକ ଡୋଜ ନେବା ପରେ ଲକ୍ଷ୍ନୌର ଜଣେ ଡାକ୍ତର ଓ ଦିଲ୍ଲୀର ଜଣେ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ଡାକ୍ତର ଜଣକ ଲକ୍ଷ୍ନୌସିଭିଲ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ନାମ ନୀତିନ ମିଶ୍ର। ସେ କୋଭାକ୍ସିନ ଟିକାର ପ୍ରଥମ ଡୋଜ ଫେବ୍ରୁଆରୀ ୧୫ ତାରିଖରେ…