ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର
ଭୁବନେଶ୍ବର : ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର। ଏନେଇ ଓପିଏସ୍ସି ସମସ୍ତ କୃତୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପୂର୍ବରୁ ଓପିଏସ୍ସି ପକ୍ଷରୁ ଏନେଇ ୨୦୧୯/୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪୦୩ ଡାକ୍ତର ନିଯୁକ୍ତ ହେବା ପରେ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା କିଛି ମାତ୍ରାରେ କମିବ…