Odisha Link
Bridging the Missing Links in Odisha
Browsing Tag

Doctor

ଡାକ୍ତର ସାଜିଲେ ଦେବଦୂତ

ମାଲକାନଗିରି: ଡାକ୍ତର ସାଜିଲେ ଦେବଦୂତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଟ୍ୟୁମର ଅପରେସନ କରି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ। ଟ୍ୟୁମର ଅପରେସନ ସଫଳ ହେବା ସହ ବଞ୍ଚିଯାଇଛି ଜଣେ ଗରିବ ଆଦିବାସୀ ଯୁବତୀଙ୍କ ଜୀବନ। ଅତ୍ୟାବଶ୍ୟକୀୟ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ନ ଥିଲେ ବି ନିଜ ଉଦ୍ୟମରେ…

ଡାକ୍ତରଙ୍କୁ ଦୁର୍ବ୍ୟବହାର, ୨ ଅଟକ

ଭଦ୍ରକ: ରୋଗୀ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ଜଣେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଖାଲି ସେତିକି ନୁହେଁ ରୋକୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଚାମ୍ବରରେ ପଶି ଚେୟାର ଟେବୁଲ ଫିଙ୍ଗା ଫୋପଡ଼ା କରିଛନ୍ତି।…

ଡାକ୍ତର ମାନସଙ୍କୁ ଗୁଳିମାଡ଼ ଘଟଣା: ୨୪…

ଖୋର୍ଦ୍ଧା: ଚର୍ଚ୍ଚାରେ ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ଘଟଣା। ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଗୁଳିମାଡ଼ ଘଟଣାର ଟେର ପାଇପାରିନି ଖୋର୍ଦ୍ଧା ପୋଲିସ୍। ଅନ୍ୟପଟେ ଅପରାଧୀଙ୍କୁ ଧରିବା ପାଇଁ ୪ଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ…

ଆଇଏଏସ୍ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୦ ଆଇଏଏସଙ୍କୁ ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ…

ମାତାଲ ଡାକ୍ତରଙ୍କ ଉନ୍ମତ୍ତ କାଣ୍ଡ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ସଂପର୍କରେ ଏକ ଅଜବ ଖବର ଆସିଛି। ଏହି ଡାକ୍ତରଙ୍କ ମାତାଲ ରୂପ ଦେଖିବାକୁ ମିଳିଛି। ସେ ମଦ ପିଇ ନିଶାସକ୍ତ ଅବସ୍ଥାରେ ଜବରଦସ୍ତି ଜଣଙ୍କ ଘରେ ପଶିଛନ୍ତି। ଏଠାରେ ଯେଉଁ ଡାକ୍ତରଙ୍କ କଥା କୁହାଯାଉଛି, ସେ ହେଲେ ବଲାଙ୍ଗୀର…

ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ଅବହେଳା…

ବାରଙ୍ଗ: ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ପଟିଆ ଛକଠାରେ ଥିବା ବୈଦ୍ୟନାଥ ମେମୋରିଆଲ ହସପିଟାଲରେ କାର୍ଯ୍ୟରତ ଡ଼ାକ୍ତରାଣୀ କାତ୍ୟାୟନୀ ପଣ୍ଡାଙ୍କ ନାମରେ ମଞ୍ଚେଶ୍ବର ଥାନା ଟାଙ୍ଗିବନ୍ତ ଗ୍ରାମର ସୁନୀଲ ପ୍ରାଧାନ ତାଙ୍କ ସ୍ତ୍ରୀଙ୍କର ଗର୍ଭପାତରେ ଅବହେଳା କରିଥିବା ଏବଂ ପଚାରିବାରୁ ଡ଼ାକ୍ତରାଣୀ ଏବଂ…

ଭାରତ ଜନ୍ମିତ ବ୍ରିଟିଶ ଡାକ୍ତର ଭାଷା…

ଲଣ୍ଡନ: ବିଶ୍ବରେ ସଦାବେଳେ ଭାରତୀୟଙ୍କ ଜଲଓ୍ବା ଦେଖବାକୁ ମିଳିଛି। ପୁଣି ଜଣେ ଭାରତୀୟ ବିଦେଶରେ ନିଜର ଚମକ ଦେଖାଇଛନ୍ତି। ବ୍ରିଟେନରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ଇଂଲଣ୍ଡ-୨୦୧୯’ ମୁକୁଟ ପିନ୍ଧି ସେ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ହେଉଛନ୍ତି ଡାକ୍ତର ଭାଷା ମୁଖାର୍ଜୀ। ଶୁକ୍ରବାର ସେ…