ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ
ମୁମ୍ବାଇ: ଡଲାର ତୁଳନାରେ ବଢୁଛି ଟଙ୍କାର ମୂଲ୍ୟ। ଘରୋଇ ସେୟାର ବଜାରରେ ପଜିଟିଭ୍ ଟ୍ରେଣ୍ଡ୍ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କାରଣରୁ ସୋମବାର ଦିନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୨ ପଇସା ମଜବୁତ ହୋଇଛି। ଡଲାର ତୁଳନାରେ ଟଙ୍କାରେ ୧୨ ପଇସା ବୃଦ୍ଧି ହୋଇ ୭୨.୮୭ରେ ପହଞ୍ଚିଛି।
ଏହା ଘରୋଇ ବଜାରରେ…