କରୋନା ପାଇଁ ଆତଙ୍କିତ ହୁଅନ୍ତୁ ନାହିଁ :…
ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କଣିଥିବା କରୋନା ଭାଇରସ ପାଇଁ ସମସ୍ତେ ଭୟଭୀତ। ଏହି ସମୟରେ କରେନାକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରେନା ପାଇଁ ଆପଣମାନେ ଆତଙ୍କିତ ହୁଅନ୍ତୁ ନାହିଁ। ଆମେ ଏନେଇ ସଜାଗ ଅଛୁ। ଆତଙ୍କିତ ନ ହୋଇ ପ୍ରତିଷେଧକ…