ମନେ ପଡ଼ନ୍ତି ସ୍ୱପ୍ନର ସୌଦାଗର, ଏବେବି…
ନୂଆଦିଲ୍ଳୀ: ଆଜି ହେଉଛି 'ମିଶାଇଲ୍ ମ୍ୟାନ୍' ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ। ଆଜକୁ ଠିକ୍ ୪ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମିଶାଇଲ ମ୍ୟାନ୍ ମୃତ୍ୟୁବରଣ କରିଥିଲେ। ଏକ ସଭାରେ ଭାଷଣ ଦେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ…