୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍…
ନୂଆଦିଲ୍ଲୀ: ସବୁ ମହିଳାଙ୍କର ପ୍ରାୟତଃ ସଉକ ଥାଏ ଭଳି କି ଭଳି ଡ୍ରେସ ପିନ୍ଧିବାର। ପ୍ରତିଦିନ ନୂଆ ନୂଆ ଗେଟ୍ ଅପ୍ରେ ନିଜକୁ ସଜାଇ ଥାନ୍ତି ମହିଳାମାନେ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏ ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍ ପିନ୍ଧି କରିଛନ୍ତି ରେକର୍ଡ। କଥାଟା ଆପଣଙ୍କୁ…