ଜୁନ ୧ରୁ ଲାଗୁ ହେବ ନୂଆ ନିୟମ
ଓଏଲ୍ ବ୍ୟୁରୋ: ରାତି ପାହିଲେ ଜୁନ୍ ୧ ତାରିଖ। ଆଉ ଗାଡ଼ି ଚାଳକଙ୍କ ପାଇଁ ଆଣିଦେବ ଖୁସି ଖବର। କାରଣ ଆଉ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ବାରମ୍ବାର ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ। ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହେବ।…