ଆହୁରି ସହଜ ହେବ ରକ୍ତ ଯୋଗାଣ; ଭୁବନେଶ୍ୱର…
ଓଏଲ୍ ବ୍ୟୁରୋ: ଏଣିକି ସହଜ ହେବ ରକ୍ତ ଯୋଗାଣ। ଭୁବନେଶ୍ୱର ଏମ୍ସରୁ ଆରମ୍ଭ ହେଲା ଡ୍ରୋନ ସେବା। ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଣ, ରକ୍ତ ସାମ୍ପଲ ସଂଗ୍ରହ, ଅତି ଜରୁରୀ ଇଞ୍ଜେକ୍ସନ ଔଷଧ ଯୋଗାଣ ନେଇ ଡ୍ରୋନ ସେବା ଆରମ୍ଭ କରାଯାଇଛି। ୭୦ କିଲୋମିଟର ପାଇଁ ଡ୍ରୋନ ସେବାକୁ ୩୫ ମିନଟ ସମୟ ଲାଗୁଛି।
ସୂଚନା…